ନର୍ସିଂହୋମ ପାଇଁ ଅନଲାଇନ ପଞ୍ଜିକରଣ : ସ୍ୱାସ୍ଥ୍ୟମନ୍ତ୍ରୀ

ନର୍ସିଂହୋମ ପାଇଁ ଅନଲାଇନ ପଞ୍ଜିକରଣ : ସ୍ୱାସ୍ଥ୍ୟମନ୍ତ୍ରୀ

ନର୍ସିଂହୋମ ପାଇଁ ଅନଲାଇନ ପଞ୍ଜିକରଣ : ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ଏଣିକି ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ପାଇଁ ଅନଲାଇନ ପଞ୍ଜିକରଣ କରାଯିବ । ଘରୋଇ ନର୍ସିଂହୋମ ପାଇଁ ଅନଲାଇନ ପଞ୍ଜିକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହା ଦ୍ୱାରା ପ୍ରାୟ ୧୮୦୦ ପ୍ରାଇଭେଟ କ୍ଲିନିକ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ ଧାର୍ଯ୍ୟ ମାନଦଣ୍ଡ ପୂରଣ କରୁନଥିବେ ସେମାନେ ଅଣ୍ଡରଟେକିଂ ଦେବେ । ୧୦ ଦିନ ଭିତରେ କଞ୍ଜିକରଣ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।