ପୁରୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ପୁରୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ପୁରୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ
ଭୁବନେଶ୍ୱର:ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ୭୫ ମିଟର ଉଚ୍ଛେଦ ପ୍ରସଙ୍ଗରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନିର୍ଦ୍ଦେଶ । ସମସ୍ତ କାର୍ଯ୍ୟ ଆଇନ ଅନୁସାରେ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଉର୍ଦ୍ଦେଶ ଯେତେ ମହତ ଥ୍ିଲେ ବି ସବୁକିଛି ଆଇନ ଅନୁସାରେ ହେଉ ବୋଲି କୋର୍ଟଙ୍କ ନିର୍ଦ୍ଦେଶ । ସମସ୍ତ ପକ୍ଷଙ୍କୁ ଶୁଣିବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜମି ଅଧିଗ୍ରହଣ ପୂର୍ବରୁ ଆପତି ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାର ଜମି ଅଧିଗ୍ରହଣ କରୁଛ, ସେମାନଙ୍କ ଆପତି ଅଭିଯୋଗ ଶୁଣ । ରିପୋର୍ଟ ଦାଖଲ ପାଇଁ ଆମିକସ୍ କ୍ୟୁରିଙ୍କୁ ୨ ସପ୍ତାହ ସମୟ ଦେଇଛନ୍ତି କୋର୍ଟ ।