ଶୁଷ୍କ ତ୍ୱଚାରୁ କିପରି ପାଇବେ ମୁକ୍ତି
ଶୁଷ୍କ ତ୍ୱଚାରୁ କିପରି ପାଇବେ ମୁକ୍ତି
ଶୀତଦିନ ସୁଷ୍କ ତ୍ୱଚା ଏକ ମୁଖ୍ୟ ସମସ୍ୟା । ଏଣୁ ତ୍ୱଚାର ଯତ୍ନ କେତେପରକାର ଘରୋଇ ପ୍ୟାକ ଲଗାଇପାରିବେ ନଚେତ ବିଭିନ୍ନ ପ୍ରକାର ପାନୀୟ ପିଇପାରିବେ । ସେଇଭଳି ପାନୀୟ ହେଲା
- ତ୍ୱଚାକୁ ଉଜ୍ଜଳ କରୁଥିବା ହଳଦି କ୍ଷୀରରେ ମିଶାଇ ମଧ୍ୟ ପିଇପାରିବେ । ଏଥିରେ ଥିବା ଆଣ୍ଟିଅକ୍ସିଡା ତତ୍ତ୍ୱ ତ୍ୱଚା ଶୁଷ୍କ ହେବାକୁ ଦେଇନଥାଏ ।
-ଚା ରେ ଅଦା ର. ଗୁଜୁରାତି ଗୁଣ୍ଡ. ଡାଲଚିନି ଗୁଣ୍ଡ ମିଶାଇ ପିଇଲେ, ତାହା ତ୍ୱଚାକୁ ପୋଷାଣ ଦିଏ ତ୍ୱଚା ଶୁଷ୍କ ହୁଏନି ।
-ଶୀତଦିନେ ସପ୍ତାହକୁ ୨-୩ ଥର ଗରମାଗରମ ସୁପ ପିଇବାକୁ ଯେମିତି ନ ଭୁଲନ୍ତି । ଟମୋଟୋ ସୁପ ଦେହ ତ୍ୱଚା ଉଭୟ ପାଇଁ ଭଲ ।
- ଭିଟାମିନ୍ସ ପୋଷକତତ୍ତ୍ୱ ଭରପୁର ଘି-କୁଆଁରୀ ରସ ଶୀତଦିନେ ପିଇବା ଦରକାର । ଏହି ପାନୀୟ ପିଇଲେ ତ୍ୱଚାର ଅନେକ ସମସ୍ୟା କମ ହୁଏ ।




admin 