ରାସ୍ତାରୋକ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ

ରାସ୍ତାରୋକ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ

ରାସ୍ତାରୋକ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ
ସୋର:ରାସ୍ତାରୋକ ବେଳେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ଏହି ଖଣ୍ଡଯୁଦ୍ଧ ଘଟଣାରେ କନଷ୍ଟେବଳ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଜଣେ ଗୁରୁତର ଥିବାରୁ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ପୋଲିସ ବୁଝାସୁଝା କରିବା ବେଳେ ଆନେ୍ଦାଳନକାରୀ ପଥର ମାଡ ମାଡ କରିଥିଲେ । ପଥର ମାଡରେ ସୋର ଥାନାର ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି । ଗତ ରାତିରେ ଆଙ୍ଗୁଳା ଛକରେ ଟ୍ରକ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି ।