ବିଜେପିର ୨ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ଘୋଷଣା

ବିଜେପିର ୨ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ଘୋଷଣା

ବିଜେପିର ୨ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ଘୋଷଣା
ସୋମବାର ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା। ୨ଟି ଲୋକସଭା ଏବଂ ୯ଟି ବିଧାନସଭାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଲୋକସଭା ପ୍ରାର୍ଥୀ ତାଲିକା ୧-କଟକ- ପ୍ରକାଶ ମିଶ୍ର ୨-କନ୍ଧମାଳ- ଖାରବେଳ ସ୍ୱାଇଁ ବିଧାନସଭା ପ୍ରାର୍ଥୀ ତାଲିକା ୧-ଝାରସୁଗୁଡା-ଦିନେଶ ଜୈନ ୨-ରେଢ଼ାଖୋଲ-ଦେବେନ୍ଦ୍ର ମହାପାତ୍ର ୩-ଭଣ୍ଡାରୀପୋଖରୀ - ବଦ୍ରିନାରାୟଣ ଧଳ ୪-ଭଦ୍ରକ – ଡଃ.ପ୍ରଦୀପ ନାୟକ ୫-ଫୁଲବାଣୀ-ଦେବନାରାୟଣ ପ୍ରଧାନ ୬- ପାରାଦୀପ-ସମ୍ପଦ ସ୍ୱାଇଁ ୭-ଜଟଣୀ-ବିଶ୍ୱରଂଜନ ବଡଜେନା ୮-ଜୟଦେବ- ନରେନ୍ଦ୍ର ନାୟକ ୯-ବେଗୁନିଆ-ରିଷଭ ନନ୍ଦ