ବାଘ ଛାଲ ଜବତ, ୩ ଗିରଫ

ବାଘ ଛାଲ ଜବତ, ୩ ଗିରଫ

ବାଘ ଛାଲ ଜବତ, ୩ ଗିରଫ
ଭୁବନେଶ୍ୱର: ପୁଣି ବାଘ ଛାଲ ରାକେଟର ପର୍ଦ୍ଧାଫାସ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ବରଗଡ଼ରୁ ବାଘ ଛାଲ ଜବତ କରିଛି । ବାଘ ଛାଲ ସହ ବାଘ ଦାନ୍ତ ଓ ନଖ ମଧ୍ୟ ଜବତ କରିଛି । ଏନେଇ ୩ ଜଣଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି । କିଛି ଦିନ ତଳେ ଭୁବନେଶ୍ୱରରୁ ବାଘ ଛାଲ ଜବତ କରାଯାଇଥିଲା ।