୨୪ରୁ ବଢିବ ବର୍ଷା

୨୪ରୁ ବଢିବ ବର୍ଷା

୨୪ରୁ ବଢିବ ବର୍ଷା
ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବର୍ଷା ବଢିବାର ସମ୍ଭାବନା ରହିଛି । ବର୍ତମାନ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷାଠାରୁ ୨୯% କମ୍ ବର୍ଷା ହେଉଛି । ଅଗଷ୍ଟ ଶେଷ ସୁଦ୍ଧା କମ ବର୍ଷା ଭରଣା ହୋଇପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟରେ ବର୍ଷା ଏକରକମ ଗାଏବ ହୋଇଯାଇଛି । ମୌସୁମୀ ଆଗମନରୁ ଏଯାବତ୍ ୨୧ ଜିଲ୍ଲାରେ କମ୍ ବର୍ଷା ହୋଇଥିବା ବେଳେ ୨୦୬ ବ୍ଳକରେ ବର୍ଷା ଅଭାବ ରହିଛି । ଚାଷ ସ୍ଥିତି ସଙ୍ଗୀନ ହେଳାଣି । ୨୭ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ଭଲ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ୨୪ ଓ ୨୫ ଅଧିକ ବର୍ଷ ହୋଇ ପାରେ ।