ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ପୋଖରୀରେ ବୁଡ଼ି  ଚାଲିଗଲା ଜୀବନ

ଆଠମଲିକ : ପୋଖରୀରେ ବୁଡ଼ି ଛାତ୍ରୀ ମୃତ । ଆଠମଲ୍ଲିକ ହଣ୍ଡପା ଥାନା ବଡହୁଲା ଗ୍ରାମରେ ଅଭାବନୀୟ ଘଟଣା । ବଡହୁଲା ଗ୍ରାମର ଗଗନ ପ୍ରଧାନଙ୍କର ୧୩ ବର୍ଷୀୟା ଅଷ୍ଟମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚନା ପ୍ରଧାନ ତାଙ୍କ ଗାଁ ପୋଖରୀକୁ ଗାଁ ଗାଧୋଇବାକୁ ଯାଇଥିଲା ।

ଗାଧୋଇବା ସମୟରେ ସେ ପୋଖରୀରେ ବୁଡ଼ ମାରିଥିଲା । ବୁଡ଼ମାରିବାର କିଛି ସମୟ ପରେବି ପୋଖରୀରୁ ନ ବାହାରିବା ପରେ ଗାଁ ଲୋକ ପୋଖରୀରେ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ଅର୍ଚ୍ଚନା ମୃତ ଶରୀର ପାଇଥିଲେ ।