ପିସିସି କର୍ମକର୍ତ୍ତାଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ

ପିସିସି କର୍ମକର୍ତ୍ତାଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ

ପିସିସି କର୍ମକର୍ତ୍ତାଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ଜିଲ୍ଲା, ପଂଚାୟତସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି, ସାଧାରଣ ସଂପାଦକ, କାର୍ୟ୍ୟକାରୀ କମିଟି ସଦସ୍ୟ ଓ ସଂପାଦକ ମାନଙ୍କ ମଧ୍ୟରେ ଜିଲ୍ଲା ଦାୟିତ୍ୱ  ବଣ୍ଟନ କରିଛନ୍ତି। ଅନୁଗୁଳ ଜିଲ୍ଲା ନିମନ୍ତେ ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାସ ଓ ସଂପାଦକ ସୁରେଶ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ନିମନ୍ତେ ଅଶୋକ କୁମାର ଦାସ ଓ ସଂ. ମନୋଜ କୁମାର ବିଶ୍ୱାଳ, ବରଗଡ଼-ସା.ସ. ରାଜକିଶୋର ଷଡ଼ଙ୍ଗୀ ଓ ସଂ. ମାନସ ଆଚାର୍ୟ୍ୟ, ଭଦ୍ରକ –ସତ୍ୟଶିବ ଦାସ, ସଂ. ସଗ୍ରାମ କେଶରୀ ଦାସ, ଭୁବନେଶ୍ୱର- ଉ.ସ. ଗଣେଶ୍ୱର ବେହେରା ଓ ସଂ. ଶାନ୍ତାୟନ ମିଶ୍ର, ବଲାଙ୍ଗିର-କାର୍ୟ୍ୟକାରୀ  କମିଟି ସଭ୍ୟ ସତ୍ୟଭୂଷଣ ସାହୁ ଓ ସଂ. ସୀମାଂଚଳ ଉଲ୍ଲାକା, ବୌଦ୍ଧ - ସା.ସ. ଆସଫ ଅଲ୍ଲି ଖାନ ଓ ସଂ ସୂର୍ୟ୍ୟକାନ୍ତି ବାଗ ଏବଂ ସଂ. ଗୌର ନାୟକ, କଟକ- ସା.ସ. ସତ୍ୟପ୍ରକାଶ ନାୟକ ଓ  ସଂ. ଉମେଶ ଜେନା ଏବଂ ସଂ. ପ୍ରତିମା ମଲ୍ଲିକ, କଟକ ନଗର- ଉ.ସ. ଯଜେ୍ଞଶ୍ୱର ବାବୁ ଓ ସଂ. ଶ୍ରୀୟା ମହାନ୍ତି, ଦେଓଗଡ଼- ଉ.ସ. ରନôମଣି ଉଲ୍ଲାକା ଓ ସଂ. ଦୁର୍ଗା ପାଢ଼ୀ, ଢେ଼ଙ୍କାନାଳ- ଉ.ସ. ସୁରେଶ ମହାପାତ୍ର ଓ ସଂ. ବିଜୟାନନ୍ଦ ଚାଉଳିଆ, ଗଜପତି – ସା.ସ . ଲଲାଟେନ୍ଦୁ ମହାପାତ୍ର ଓ ସଂ. ନଳିନୀ ସ୍ୱାଇଁ, ଗଞ୍ଜାମ-(ବ୍ରହ୍ମପୁର ଲୋକସଭା)- ଉ.ସ. ଶିବାନନ୍ଦ ରାୟ ଓ ସଂ. ଲିଙ୍ଗରାଜ ସାହୁ, (ଆସ୍କା ଲୋକସଭା) - ସା.ସ. କିଶୋର ଜେନା ଓ ସଂ. କୈଳାସ ମୁଖି ଏବଂ ହେମରାଜ ବାଗ, ଜଗତସିଂହପୁର- ଉ.ସ. ଭୂଜବଳ ମାଝୀ ଓ ସଂ. ମନୋଜ ସାହୁ, ଯାଜପୁର- ସା.ସ. ରଜତ ଚୌଧୁରୀ ଓ ସଂ. ନସିର ଅହମ୍ମଦ ଖାନ, ଝାରସୁଗୁଡ଼ା – ସଂ. ସସ୍ମତା ଦେହୁରୀ ଓ ସଂ ଦୁଲାଲ ଚନ୍ଦ୍ର ପ୍ରଧାନ, କଳହାଣ୍ଡି – ସା.ସ. ସମରେନ୍ଦ୍ର ମିଶ୍ର ଓ ସଂ. ମୁକେଶ ଜେନ, କନ୍ଧମାଳ- ସା.ସ. ବିସ୍ମୟ ମହାପାତ୍ର ଓ ସଂ. ହୁସେନ ଖାନ, କେନ୍ଦ୍ରାପଡ଼ା- କାର୍ୟ୍ୟକାରୀ କମିଟି ସଦସ୍ୟ ପଂଚାନନ କାନୁନଗୋ ଓ ସଂ. ବିଳ୍ପବ ଚୌଧୁରୀ, କେନ୍ଦୁଝର- ଉ.ସ. ସରସ୍ୱତୀ ହେମ୍ରମ ଓ ସଂ ସନ୍ତୋଷ ନନ୍ଦ ଏବଂ ସଂ. ସମ୍ଭୁନାଥ ପାଣିଗ୍ରାହୀ, ଖୋର୍ଦ୍ଧା – ସା.ସ. ରବି ରାୟ, ଓ ସଂ. ଦରିଦ୍ର ନାରାୟଣ ନାୟକ, କୋରାପୁଟ-  ଉ.ସ. ଦେବାଶିଷ ପଟ୍ଟନାୟକ ଓ ସଂ. ମହମ୍ମଦ ସବିର ଏବଂ ସଂ. ପ୍ରଭାସ କର ମହାପାତ୍ର, ମାଲକାନଗିରି- ଉ.ସ. ସଦନ ନାୟକ ଓ ସଂ. ଶଶିଭୂଷଣ ପାତ୍ର, ମୟୁରଭଞ୍ଜ- ସା.ସ. ଅରିନ୍ଦମ ସର୍କେଲ ଓ ସଂ. ବିଜନ ନାୟକ, ସଂ. ମଧୁସ୍ମିତା ସେଠୀ ଏବଂ ସଂ. ଦିଲ୍ଲୀପ ବେହେରା, ନବରଙ୍ଗପୁର- ଉ.ସ. ଦେବାଶିଷ ପଟ୍ଟନାୟକ ଓ ସଂ. କୃଷ୍ଣଚନ୍ଦ୍ର ନେପାକ, ନୟାଗଡ଼-  ସା.ସ. ରବିନ୍ଦ୍ର ମଲ୍ଲିକ ଓ ସଂ. ଚନ୍ଦ୍ରଶେଖର ପରିଡ଼ା, ନୂଆପଡ଼ା- ଉ.ସ. ନକୁଳ ନାୟକ ଓ ସଂ- ତରୁଣ ମାଝୀ, ପୁରୀ- ସା.ସ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ସଂ ଅମୀୟ ପାଣ୍ଡବ, ରାୟଗଡ଼ା- ଉ.ସ. ସନ୍ତୋଷ ସିଂ ସାଲୁଜା ଓ ସଂ. ସଂଜୟ କୁମାର ଅଧିକାରୀ, ରାଉରକେଲା- ସା.ସ. ଆଲୋକ ମିଶ୍ର ଓ ସଂ. ମହେନ୍ଦ୍ର କୁମାର ନାୟକ, ସମ୍ବଲପୁର- କାର୍ୟ୍ୟକାରୀ କମିଟି ସଦସ୍ୟ ଉମାଶଙ୍କର ପଣ୍ଡା ଓ ସଂ ସରୋଜ ପ୍ରଧାନ ଏବଂ ସଂ ସୁକାନ୍ତି ଦାସ, ସୁବର୍ଣ୍ଣପୁର- ସା.ସ. ନାରୟଣ ଜେନା ଓ ସଂ. ସୁବ୍ରତ ମହାପାତ୍ର ଏବଂ ସୁନ୍ଦରଗଡ଼ ଜିଲ୍ଲା ନିମନ୍ତେ ସା.ସ. ସଂଗ୍ରାମ ମିଶ୍ର ଓ ସଂ. ପ୍ରିୟଜିତ ରାୟ ଏବଂ ସଂ ପ୍ରଦୀପ ମହାପାତ୍ରଙ୍କୁ ଶ୍ରୀ ପଟ୍ଟନାୟକ ଦାୟିତ୍ବ ଦେଇଛନ୍ତି । ସେହିପରି ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସଙ୍କୁ ଅଫିସ ପ୍ରୋଟୋକଲ, ସାଧାରଣ ସଂପାଦିକା ମମତା ମାଢ଼ୀ ଓ  ସଂପାଦିକା ଅର୍ଚ୍ଚନା ନନ୍ଦିଙ୍କୁ ମହିଳା କଂଗ୍ରେସ  ଦାୟିତ୍ୱ ଦିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ଉପସଭାପତି ଯଜ୍ଞେଶ୍ବର ବାବୁ ଜଣାଇଛନ୍ତି ।