ନକଲି ରେମଡେସିଭିର ଜବତ

ନକଲି ରେମଡେସିଭିର ଜବତ

ନକଲି ରେମଡେସିଭିର ଜବତ
ନୂଆଦିଲ୍ଲୀ: ଉଉରାଖଣ୍ଡରୁ ନକଲି ରେମଡେସିଭିର ଇଞ୍ଜେକ୍ସନ ଜବତ ହୋଇଛି । ଉତରାଖଣ୍ଡର ହରିଦ୍ୱାର, ରୁରକି ଓ କୋଟାଦ୍ୱାରେ ଚଢାଉ କରାଯାଇଛି । ନକଲି ରେମଡେସିଭିର କମ୍ପାନି ଉପରେ କ୍ରାଇମବ୍ରାଂଚର ଚଢାଉ କରାଯାଇଥିଲା । କିଙ୍ଗପିନ୍ ସହ ୫ ଜଣଙ୍କୁ ଗିରଫ କରି ଦିଲ୍ଲୀ ପୋଲିସ ତନାଘନା ଆରମ୍ଭ କରିଛନ୍ତି । ବେଆଇନ ଭାବେ ତିଆରି କରାଯାଉଥିଲା ନକଲି ରେମଡେସିଭିର । ପ୍ରତି ଇଞ୍ଜେକ୍ସନକୁ ୨୫ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ସୂଚନା ମିଳିଛି ।