ତହସିଲଦାରଙ୍କ ଶୁଖିଲାଖାଦ୍ୟ ବଣ୍ଟନ

ତହସିଲଦାରଙ୍କ ଶୁଖିଲାଖାଦ୍ୟ ବଣ୍ଟନ

ତହସିଲଦାରଙ୍କ ଶୁଖିଲାଖାଦ୍ୟ ବଣ୍ଟନ
ପଦ୍ମପୁର ଅତିରିକ୍ତ ତହସିଲଦାର ମ୍ୟାଡମ ସରିତା ଗୁପ୍ତା,ରାଜସ୍ୱ ନିରିକ୍ଷକ ଟିକେଶ୍ୱର ବାବୁ ଙ୍କ ତତ୍ୱାବଧାନରେ ସମସ୍ତ ଖଟିଖିଆ ଦିନମଜୁରୀଆ ଓ ଅସହାୟ ବୁଢ଼ାବୁଢ଼ି ଙ୍କୁ ଶୁଖିଲାଖାଦ୍ୟ ବାଣ୍ଟିଥିଲେ । ତାଙ୍କର ଏହି ପ୍ରୟାସକୁ ଲୋକେ ପ୍ରଶଂସା କରିଥିଲେ । ତେବେ ପଲସାପାଲି,ସମାରପାଲି,ନୁଆଁପାଲି,ସାରଙ୍ଗପୁର,ଘନାମାଲ ଓ ଅମାମୁଣ୍ଡା ଗ୍ରାମର ୧୫୦ ରୁ ଅଧିକ ଲୋକଙ୍କୁ ଉଭୟ କ୍ଲବ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହା ସହିତ ଦିର୍ଘ ୯ ଦିନ ହେଲା ଉଭୟ ଜଟାଧାରୀ ଓ ଜୟଜବାନ କ୍ଲବ ମିଳିତ ଭାବେ ଅଂଚଳ ର ବିଭିନ୍ନ ଗାଁ ମାନଙ୍କୁ ଯାଇ ଶୁଖିଲାଖାଦ୍ୟ ବାଣ୍ଟି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତିା ତାଙ୍କର ଏଭଳି ମହତକାର୍ଯ୍ୟକ୍ରମ ପାଇଁ ସରତା ଗୁପ୍ତା ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଜଣାଇଛନ୍ତିା