ଜବତ ହେଲା ୫୬ ଲକ୍ଷ ଟଙ୍କାର ମଦ ବୋଝେଇ ଟ୍ରକ

ଜବତ ହେଲା ୫୬ ଲକ୍ଷ ଟଙ୍କାର ମଦ ବୋଝେଇ ଟ୍ରକ

ଜବତ ହେଲା ୫୬ ଲକ୍ଷ ଟଙ୍କାର ମଦ ବୋଝେଇ ଟ୍ରକ

 ଅନୁଗୁଳ: ଜବତ ହେଲା ୫୬ ଲକ୍ଷ ଟଙ୍କାର ମଦ ବୋଝେଇ ଟ୍ରକ । ଭୁବନେଶ୍ୱରରୁ ଅପହରଣ ହୋଇଥିବା ଏହି ମଦ ବୋଝେଇ ଟ୍ରକକୁ ଅନୁଗୁଳରେ ଠାବ କରାଯାଇଛି । ଅଭିଯୋଗ ହୋଇଛି ଯେ ଜାଲ କାଗଜପତ୍ର ଦେଖାଇ ଟ୍ରକ ନେଇଯାଇଥିଲେ ଦୁର୍ବୁତ୍ତ । ଏମିତିକି ଜାଲ ଡକ୍ୟୁମେଣ୍ଟ ଦେଖାଇ ୧୬୮ ପେଟି ମଦ କିଣିଥିଲେ ଦୁର୍ବୃତ୍ତ । ମଦର ମୂଲ୍ୟ ୫୬ ଲକ୍ଷ ହେବ ବୋଲି ସୂଚନା ମିଳିଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ । ଏହାର ମାଷ୍ଟର ମାଇଣ୍ଡ ସୋନୁ ଜେନାକୁ ପୁଲିସ ବାନ୍ଧିଥିବା ସୂଚନା ରହିଛି ।