ଜଗତସିଂହପୁର ଜିଲ୍ଲା ଟ୍ରେଣ୍ଡ କଣ

ଜଗତସିଂହପୁର ଜିଲ୍ଲା ଟ୍ରେଣ୍ଡ କଣ

ଜଗତସିଂହପୁର ଜିଲ୍ଲା ଟ୍ରେଣ୍ଡ କଣ

ଜଗତସିଂହପୁର ଜିଲ୍ଲା

ଏରସମା ଜୋନ-୧ରେ ବିଜେଡିର ପ୍ରଣବ ସ୍ୱାଇଁ ଆଗୁଆ
ବାଲିକୁଦା ବ୍ଲକ ଜୋନ-୧ରେ ବିଜେଡିର ଡଲି ପଣ୍ଡା ଆଗୁଆ
ନାଉଗାଁ ଜୋନ-୧୭ରେ ବିଜେଡିର ଅମିତା ସ୍ୱାଇଁ ଆଗୁଆ
ଜଗତସିଂହପୁର ଜୋନ-୯ରେ ବିଜେଡିର ଚିତ୍ତରଞ୍ଜନ ରାଉଳ ଆଗୁଆ
ରଘୁନାଥପୁର ଜୋନ-୨୫ରେ ବିଜେଡି ରୀନାରାଣୀ ମଲ୍ଲିକ ଆଗୁଆ
ବିରିଡ଼ି ଜୋନ-୨୩ରେ ବିଜେଡିର ଦୀପ୍ତିମୟୀ ରାୟ ଆଗୁଆ
ତିର୍ତ୍ତୋଲ ଜୋନ-୧୩ରେ ବିଜେଡିର ରଞ୍ଜିତା ସିଂହ ଆଗୁଆ
କୁଜଙ୍ଗ ଜୋନ-୫ରେ ବିଜେଡିର ପ୍ରମୋଦ ସ୍ୱାଇଁ ଆଗୁଆ

ଅନ୍ୟପକ୍ଷରେ ରାଜ୍ୟରେ  ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ଦିନ ୧.୧୭ଟା ସୁଦ୍ଧା ୩୧୫ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ନିର୍ବାଚନ କମିଶନଙ୍କର ହସ୍ତଗତ ହୋଇଛି । ତେବେ ଏହି ୩୧୫ ଜୋନ ମଧ୍ୟରୁ ୨୬5 ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି ।  ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଥିବାବେଳେ 5ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି ।