ଗୃହ ବାହାରେ ଗର୍ଜିଲେ ସୁର ।

ଗୃହ ବାହାରେ ଗର୍ଜିଲେ ସୁର ।

ଗୃହ ବାହାରେ ଗର୍ଜିଲେ ସୁର ।
ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ଗୃହ ବାହାରେ ଗର୍ଜିଲେ ସୁର ରାଉତରାୟ । ଗୃହ କମିଟି ଗଠନ ହେଉ ଆଉ ମାସେ ଭିତରେ ଟଙ୍କା ଫେରୁ ବୋଲି ଦାବି କରିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସୁର ରାଉତରାୟ । ମାସେ ଭିତରେ ଠାକୁରଙ୍କ ଟଙ୍କା ନଫେରିଲେ ବାଚସ୍ପତି ସମ୍ଭାଳି ପାରିବେନି ଓ କେଉଁ ବିଜୟ ଭାଇ, ପ୍ରଦୀପ ଭାଇ ସରକାରଙ୍କ ପିଠିରେ ପଡିବେନି । ଏହା ସହ ୟେସ୍ ବ୍ୟାଙ୍କକୁ ଟଙ୍କା ମେକିତି ଗଲା, କିଏ ନେଲା କୁହନ୍ତୁ । ଜଣେ ଚାଟାର୍ଡ ଆକାଣ୍ଟାଣ୍ଟ ଫାଇନାନ୍ସ କମିଟିକୁ କେମିତି ଗଲେ କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ ।