କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୨୪୮୭ ଜଣ ପଜିଟିଭ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୨୪୮୭ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୪୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୪୨୮ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୦୫୯ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୭୯, ବାଲେଶ୍ୱରରେ ୧୫୭, ବରଗଡ଼ରେ ୨୨, ଭଦ୍ରକରେ ୧୧୩, ବଲାଙ୍ଗୀରରେ ୧୬, ବୌଦ୍ଧରେ ୧୨, କଟକରେ ୪୨୨, ଦେବଗଡ଼ରେ ୯, ଢେଙ୍କାନାଳରେ ୫୯, ଗଜପତିରେ ୧୧, ଗଞ୍ଜାମରେ ୧୪, ଜଗତସିଂହପୁରରେ ୧୨୬, ଯାଜପୁରରେ ୨୦୨, ଝାରସୁଗୁଡ଼ାରେ ୧୨, କଳାହାଣ୍ଡିରେ ୭, କନ୍ଧମାଳରେ ୨୩, କେନ୍ଦ୍ରାପଡ଼ାରେ ୮୭, କେନ୍ଦୁଝରରେ ୬୮, ଖୋର୍ଦ୍ଧାରେ୪୦୭, କୋରାପୁଟରେ ୫୨, ମାଲକାନାଗିରିରେ ୫୪, ମୟୂରଭଞ୍ଜରେ ୧୦୩, ନବରଙ୍ଗପୁରରେ ୨୩, ନୟାଗଡ଼ରେ ୮୦, ନୂଆପଡ଼ାରେ ୫, ପୁରୀରେ ୧୫୪, ରାୟଗଡାରେ ୨୬, ସୋନପୁରରେ ୧୪, ସୁନ୍ଦରଗଡ଼ରେ ୨୮ ଓ ରାଜ୍ୟ ପୁଲରେ ୭୬ ଜଣ ଆକ୍ରାନ୍ତ ହୋଇଛନ୍ତି ।




admin 