କେଉଁ ଲଗ୍ନ ପାଇଁ କେଉଁ ଗ୍ରହ ଶୁଭ ?
ମେଷ ପାଇଁ ମଙ୍ଗଳ, ବୃହସ୍ପତି ଓ ରବି ଶୁଭ ।
ବୃଷ ପାଇଁ ଶୁକ୍ର, ଶନି ଓ ବୁଧ ଶୁଭ ।
ମିଥୁନ ପାଇଁ ବୁଧ, ଶୁକ୍ର ଓ ଶନି ଶୁଭ ।
କର୍କଟ ପାଇଁ ଚନ୍ଦ୍ର, ମଙ୍ଗଳ ଓ ବୃହସ୍ପତି ଶୁଭ ।
ସିଂହ ପାଇଁ ରବି, ମଙ୍ଗଳ ଓ ବୃହସ୍ପତି ଶୁଭ ।
କନ୍ୟା ପାଇଁ ବୁଧ, ଶୁକ୍ର ଓ ଶନି ଶୁଭ ।
ବିଛା ପାଇଁ ମଙ୍ଗଳ, ବୃହସ୍ପତି, ଚନ୍ଦ୍ର ଓ ରବି ଶୁଭ ।
ଧନୁ ପାଇଁ ବୃହସ୍ପତି, ମଙ୍ଗଳ ଓ ରବି ଶୁଭ ।
ମକର ପାଇଁ ଶନି, ଶୁକ୍ର ଓ ବୁଧ ଶୁଭ ।
କୁମ୍ଭ ପାଇଁ ଶନି, ଶୁକ୍ର ଓ ବୁଧ ଶୁଭ ।
ମୀନ ପାଇଁ ବୃହସ୍ପତି, ମଙ୍ଗଳ ଓ ଚନ୍ଦ୍ର ଶୁଭ




admin 