ଆଜି ବକ୍ସିଂ ଡେ଼

ଆଜି ବକ୍ସିଂ ଡେ଼

ଆଜି ବକ୍ସିଂ ଡେ଼
ବଡ଼ଦିନ ବା କି୍ରସମାସ ପରଦିନ ବକ୍ସିଂ ଡେ଼ ପାଳନ କରାଯାଏ । ଏହାର ନାମ ବକ୍ସିଂ ହୋଇଥିଲେ ହେଁ ‘ମୁଷ୍ଟିଯୁଦ୍ଧ’ ବା ‘ବକ୍ସିଂ’ ସହ ଏହାର କେଯଣସି ସମ୍ପର୍କ ନାହିଁ । କିରସ୍ତାନ ଧାର୍ମିକ ପରମ୍ପରାରେ ‘ବକ୍ସିଂ’ ଶବ୍ଦର ଉପôତ୍ତିକୁ ନେଇ କୌଣସି ସ୍ପଷ୍ଟ ବ୍ୟାଖ୍ୟା ନାହିଁ । ।ତାବ ବାକସ ବା ‘ବକସ’ରେ ଉପହାର ପ୍ରଦାନରୁ ଏହି ଶବ୍ଦର ଉପôତ୍ତି ହୋଇଥିବା ଗ୍ରହଣ କରାଯାଏ । ଏକଦା କି୍ରସମାସ ପର ଦିନ ବ୍ୟବସାୟୀ ପ୍ରତିଷ୍ଠାନର ମାଲିକମାନେ ସେମାନଙ୍କ କର୍ମଚାରୀମାନଙ୍କୁ ବାକସରେ ଟଙ୍କା ବା ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ରଖି ଉପହାର ଦେଉଥିଲେ । ସପ୍ତଦଶ ଶତାବ୍ଦୀରେ ବି୍ରଟେନରେ ଏହା ଆରମ୍ଭ ହୋଇଥିଲା । କ୍ରମଶଃ ଅବଶିଷ୍ଟ ଇଉରୋପ, ଉଭୟ ଆମେରିକା, ଅଷ୍ଟ୍ରେଲିଆ, ଏସିଆ ଓ ଆଫି୍ରକାକୁ ଯାଇଥିଲା । ଆଜିକାଲି ଅନେକ ଦେଶରେ ଏହା ଏକ ସରକାରୀ ଛୁଟି ଦିନ । ଏହାକୁ ‘ଦ୍ୱିତୀୟ କି୍ରସମାସ୍’ ମଧ୍ୟ କୁହାଯାଏ ।