ଏଚଏସଟିଡିଭିର ସଫଳ ପରୀକ୍ଷଣ

ଏଚଏସଟିଡିଭିର ସଫଳ ପରୀକ୍ଷଣ

ଏଚଏସଟିଡିଭିର ସଫଳ ପରୀକ୍ଷଣ
ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ନିର୍ମିତ ଏଚଏସଟିଡିଭିର ସଫଳ ଉତକ୍ଷେପଣ ହୋଇଛି । ଡିଆରଡିଓ ପକ୍ଷରୁ ଏହାର ସଫଳ ଉତକ୍ଷେପଣ ହୋଇଛି । ଏଚଏସଟିଡିଭି ହେଉଛି ଏକ ଚାଳକ ବିହୀନ ସ୍କ୍ରାମ ଜେଟ ଏୟାର କ୍ରାଫ୍ଟ । ଆଜି ଦିନ ୧୧ଟାରେ ଭଦ୍ରକ ଅବଦୁଲ କାଲାମ ଆଇଲ୍ୟାଣ୍ଡରୁ ଏଚଏସଟିଡିଭି ଉତକ୍ଷେପଣ କରାଯାଇଥିଲା ।