୫୪୦ ଗ୍ରାମ ସୁନା ଜବତ, ୫ ଗିରଫ

୫୪୦ ଗ୍ରାମ ସୁନା ଜବତ, ୫ ଗିରଫ

୫୪୦ ଗ୍ରାମ ସୁନା ଜବତ, ୫ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁର ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ପୁଲିସ ୫୪୦ ଗ୍ରାମ ସୁନା ଜବତ କରିବା ସହ ୨ ଲୁଟେରାଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଏମାନଙ୍କ ଠାରୁ ଚୋରି ସୁନା କିଣିବା ଅଭିଯୋଗରେ ଆଉ ୩ ଜଣ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଏହାଛଡ଼ା ପୁଲିସ ୧୦୦ ଗ୍ରାମ ରୁପା, କାର, ଦାମୀ ବାଇକ ଓ ସ୍କୁଟି ମଧ୍ୟ ଜବତ କରିଛି । ଏମାନେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚୋରି କରୁଥିଲେ । ୟୁଟୁ୍ୟବରୁ ଚୋରିର କୌଶଳ ସବୁ ଦେଖି ଲୁଟୁଥିଲେ ।