୫ ସାଇବର ଠକଙ୍କୁ ଗିରଫ କଲା ପୋଲିସ
୫ ସାଇବର ଠକଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ବର : କରୋନା ସମୟରେ ଏବେ ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଆକାଉଣ୍ଟକୁ ଖାଲି କରିଦେଉଛନ୍ତି । ତେବେ ଏହାରି ଭିତରେ ପୁଲିସ ହାତରେ ଏଭି ୫ ଜଣ ସାଇବର ଲୁଟେରା ଧରାପଡ଼ିଛନ୍ତି । ବନ୍ଧା ହେଲେ ସାଇବର ଠକ । ହାଇଦ୍ରାବାଦରେ କ୍ରାଇମ କରି ଭୁବନେଶ୍ବରରେ ଗିରଫ ହେଲେ ସାଇବର ଠକ । ୫ ସାଇବର ଠକଙ୍କୁ ଗିରଫ କରିଛି ପୋଲିସ ।
ଭରତପୁର ଥାନା ପୋଲିସ ସହାୟତାରେ ଗିରଫ କଲା ହାଇଦ୍ରାବାଦ ପୋଲିସ । ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମ କରିଥିବା ଅଭିଯୋଗ ହୋଇଥିଲା । ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିସନରେଟ ପୋଲିସ ।




admin 