+୨ ପିଲାଙ୍କୁ ଟିକାକରଣ ଲକ୍ଷ !

+୨ ପିଲାଙ୍କୁ ଟିକାକରଣ ଲକ୍ଷ !

+୨ ପିଲାଙ୍କୁ ଟିକାକରଣ ଲକ୍ଷ !
ଭୁବନେଶ୍ୱର: +୨ ପିଲା ଓ ତାଙ୍କ ପରିବାରକୁ ଟିକା ଦେବାକୁ ସରକାରଙ୍କ ଲକ୍ଷ୍ୟ ରହିଛି । ଅଗ୍ରାଧିକାର ଭିତିରେ ଟିକା ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟିକା ସଂପର୍କରେ ଚିଠି ଲେଖିଲେ ମନ୍ତ୍ରୀ ନବ ଦାସ । ଟିକାକରଣ ନେଇ ରାଜ୍ୟ ସରକାରଙ୍କୁ ଅଧିକ କ୍ଷମତା ଦିଆଯାଉ । ରାଜ୍ୟର ଅନେକ ପାହାଡିଆ ଅଂଚଳରେ ରେଜିଷ୍ଟ୍ରସନରେ ସମସ୍ୟା ରହୁଛି । ସରକାର +୨ ପିଲା ଓ ପରିବାରକୁ ଟିକାକରଣ କରିବାକୁ ଚାହୁଁଛନ୍ତି । ଘଟଣାର ଗୁରୁତ୍ୱ ଉପଲବ୍ଧି କରି ହସ୍ତକ୍ଷେପ କରିବାକୁ ଦାବି କଲେ ନବ ।