୨ ନବଜାତଙ୍କ ମୃତଦେହ ଠାବ

୨ ନବଜାତଙ୍କ ମୃତଦେହ ଠାବ

୨ ନବଜାତଙ୍କ ମୃତଦେହ ଠାବ
ଅନୁଗୁଳ: ରାସ୍ତାକଡରେ ୨ ନବଜାତଙ୍କ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି । ବଅଁରପାଳ ମହୀଧରପୁର ଉପରସାହି ରାସ୍ତାକଡରେ ଏହି ମୃତଦେହ ପଡିରହିଛି । ନିକଟରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ କେହି ଫିଙ୍ଗିଥିବା ସନେ୍ଦହ କରାଯାଉଛି । ୨ଟି ମୃତ ଦେହ ଜବତ କରି ବଅଁରପାଳ ପୋଲିସ ତଦନ୍ତ ଆରମ୍ଭ କରିଛି । କିଏ କାହିଁକି ଏହି ସ୍ଥାନରେ ୨ ନବଜାତଙ୍କ ମୃତଦେହ ପକାଇ ପଳାଇଛି ଏହାର କୌଣସି ସୂଚନା ମିଳିନାହିଁ ।