ହିଂସ୍ର ହେଉଛି ବିଜେଡି: ଲେଖାଶ୍ରୀ

ହିଂସ୍ର ହେଉଛି ବିଜେଡି: ଲେଖାଶ୍ରୀ

ହିଂସ୍ର ହେଉଛି ବିଜେଡି: ଲେଖାଶ୍ରୀ
ଭୁବନେଶ୍ୱର: ଦୁର୍ନୀତିର ମୁଖା ଖୋଲିଲେ ବିଜେଡି ହିଂସ୍ର ହେଉଛି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏଥିସହ ବିଜୁ ବାବୁଙ୍କୁ ସମ୍ମାନ ନାମରେ ବିଜେଡି ଭଡ଼ାଟିଆ ଗୁଣ୍ଡାଙ୍କୁ ଲଗାଇବା ନେଇ ଲେଖାଶ୍ରୀ ଟ୍ୱିଟ କରି ଅଭିଯୋଗ କରିଛନ୍ତି । ଭଡ଼ାଟିଆ ଗୁଣ୍ଡା ଲଗାଇ ଦୁର୍ବ୍ୟବହାର କରିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଲେଖାଶ୍ରୀ କହିଛନ୍ତି । ପ୍ରତିଷ୍ଠିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ନିନ୍ଦନୀୟ ବୋଲି ଲେଖାଶ୍ରୀ କହିଛନ୍ତି ।