ନିଖୋଜ ନାବାଳକର ମୃତଦେହ ଠାବ

ନିଖୋଜ ନାବାଳକର ମୃତଦେହ ଠାବ

ନିଖୋଜ ନାବାଳକର ମୃତଦେହ ଠାବ
ନୟାଗଡ଼: ନିଖୋଜ ଦିବ୍ୟାଙ୍ଗ ନାବାଳକର ମୃତଦେହ ଠାବ କରାଯାଇଛି । ଗାଁ ପୋଖରୀରୁ ୭ ବର୍ଷର ନାବାଳକର ମୃତଦେହକୁ ଠାବ କରାଯାଇଛି । ଖଣ୍ଡପଡ଼ା ଥାନା କିଆଝରି ଗ୍ରାମର ନାବାଳକ ଗତକାଲି ଠାରୁ ନିଖୋଜ ଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି ।