ହାତୀ ଆକ୍ରମଣରେ ୩ ମୃତ

ହାତୀ ଆକ୍ରମଣରେ ୩ ମୃତ

ହାତୀ ଆକ୍ରମଣରେ ୩ ମୃତ
ପଦ୍ମପୁର: ବରଗଡ ଜିଲ୍ଲାରେ ହାତୀ ଉପôାତ କରୁଥିବା ଜଣାଯାଇଛି । ହାତୀ ଆକ୍ରମଣରେ ଜଣଙ୍କ ମୃତୁ୍ୟ ଘଟିଛି । ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ଦଳିଦେଲା ହାତୀ । ଗାଇସିଲଟ ବ୍ଲକ ଉମରଟ ଗାଁରେ ହାତୀ ଆକ୍ରମଣ କରିବାର ଜଣାପଡିଛି । ଏହି ଗ୍ରାମରେ ହାତୀ ପ୍ରବେଶ କରି ଧାନ ଗଦାରୁ ଧାନ ଖାଇଛନ୍ତି । କଦଳୀ ବାଡିରେ ପଶି କଦଳୀ ଗଛ ନଷ୍ଟଭ୍ରଷ୍ଟ କରିଦେଇଛନ୍ତି । ସାଧାରଣ ଜୀବନ ଜାପନ ଜଳିବା ଭରା କଷ୍ଟ ହୋଇ ପଡିଛି । ହାତୀଙ୍କର ଏପରି ଆକ୍ରମଣ ଦେଖି ସ୍ଥାନୀୟ ଲୋକେ ଛାନିଆ ଓ ଭୟଭିତ ହୋଇଯାଇଛନ୍ତି । ଗାଁରେ ଚାପା ଉତେଜନା ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କୁ ଫରେଷ୍ଟର ଅଫିସର ବୁଝାସୁଝା କରିଛନ୍ତି ।