ବାତିଲ ହୋଇପାରେ ମାଟି୍ରକ ପରୀକ୍ଷା

ବାତିଲ ହୋଇପାରେ ମାଟି୍ରକ ପରୀକ୍ଷା

ବାତିଲ ହୋଇପାରେ ମାଟି୍ରକ ପରୀକ୍ଷା
ଭୁବନେଶ୍ୱର: ରାଜ୍ୟରେ ବାତିଲ ହୋଇପାରେ ମାଟ୍ରିକ ପରୀକ୍ଷା । ସିବିଏସଇ/ଆଇସିଏସସିଇ ପରେ ରାଜ୍ୟ ବୋର୍ଡ ନିଷ୍ପତି ନେଇପାରନ୍ତି । ଆଜି ୧୧ଟାରେ ବିବୃତି ରଖିବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମାଟ୍ରିକ ପରୀକ୍ଷା ନେଇ କିଛି ବଡ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଉକ୍ତ ଦୁଇ ବୋର୍ଡର ଛାତ୍ରଛାତ୍ରୀ ଉପର ଶ୍ରେଣୀଙ୍କୁ ଉନ୍ନୀତ ହେବେ । ତେଣୁ ଓଡିଶା ସରକାର ମଧ୍ୟ ସମାନ ପନ୍ଥା ଆପଣାଇ ପାରନ୍ତି । ମାଟି୍ରକ ରୀକ୍ଷା ଦାବିରେ ଗତକାଲି ୫୦ ରୁ ଅଧିକ ଛାତ୍ରଛାତ୍ରୀ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ର୍ଧଶ୍ୟରେ ଦାବିପତ୍ର ଦେବା ପରେ ଏଭଳି ଚର୍ଚ୍ଚା ହୋଇଛି । ପରୀକ୍ଷା ସ୍ଥଗିତ ନିଷ୍ପତିରେ ପରିର୍ବତନ ଆଣିବା ସହ ଓଡିଆ ବୋର୍ଡ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ଜଣାପଡିଛି ।