ସ୍ୱାସ୍ଥ୍ୟ ବିଭାଗର ୧୦ ଜଣଙ୍କୁ କରୋନା

ସ୍ୱାସ୍ଥ୍ୟ ବିଭାଗର ୧୦ ଜଣଙ୍କୁ କରୋନା

ସ୍ୱାସ୍ଥ୍ୟ ବିଭାଗର ୧୦ ଜଣଙ୍କୁ କରୋନା
ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୧୦ କର୍ମଚାରୀଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଥିବା ବିଭାଗର ସୂଚନା ରହିଛି । ସଂକ୍ରମିତ ସମସ୍ତ ୧୦ କର୍ମଚାରୀଙ୍କୁ ଆଇସୋଲେସନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି । ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ପଜିଟିଭ୍ ପରେ ଅନ୍ୟମାନଙ୍କର ଟେଷ୍ଟ ହୋଇଥିଲା । ଆଜି ଟେଷ୍ଟ ରିପୋର୍ଟ ଆସିବା ପରେ ୧୦ ଜଣ ସଂକ୍ରମିତ ହୋଇଥିବାର ଜଣା ପଡିଥିଲା ।