ସ୍ୟାଟ ଉଚ୍ଛେଦ ନେଇ ହାଇକୋର୍ଟରେ ମାମଲା

ସ୍ୟାଟ ଉଚ୍ଛେଦ ନେଇ ହାଇକୋର୍ଟରେ ମାମଲା

ସ୍ୟାଟ ଉଚ୍ଛେଦ ନେଇ ହାଇକୋର୍ଟରେ ମାମଲା
ଭୁବନେଶ୍ୱର: ସ୍ୟାଟ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟାର କରାଯାଇଛି । ସ୍ୟାଟ ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ହାଇାକୋର୍ଟରେ ମାମଲା ଦାୟାର କରାଯାଇଛି । ସ୍ୟାଟ ଉଚ୍ଛେଦ ସମ୍ପର୍କିତ ଗେଜେଟ ନୋଟିଫିକେସନକୁ ଚ୍ୟାଲେଞ୍ଜ କରି ଓକିଲ ସଂଘ ପକ୍ଷରୁ ମାମଲା ଦାୟାର କରାଯାଇଛି । ତେବେ ଆସନ୍ତାକାଲି ଅର୍ଥାତ ବୁଧବାର ଏହି ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।