ସ୍ପେନର ହୋଲି ଟମାଟୋ ବ୍ୟାଟଲ ବା ‘ଲା ଟୋମାଟିନା’

ସ୍ପେନର ହୋଲି ଟମାଟୋ ବ୍ୟାଟଲ ବା ‘ଲା ଟୋମାଟିନା’

ସ୍ପେନର ହୋଲି ଟମାଟୋ ବ୍ୟାଟଲ ବା ‘ଲା ଟୋମାଟିନା’
ସ୍ପେନରେ ହେଉଥିବା ଗ୍ରୀଷ୍ମକାଳୀନ ପର୍ବ ଗୁଡ଼ିକ ଭିତରୁ ‘ଲା ଟୋମାଟିନା’ ଅନ୍ୟତମ । ସ୍ପେନର ବୁନୋଲ ପାଖରେ ଥିବା ଭାଲେନସିଆନ ସହରରେ ଅଗଷ୍ଟ ମାସର ଶେଷ ରବିବାରରେ ଏହା ପାଳନ କରାଯାଏ । ଲୋକମାନେ ପରସ୍ପର ଉପରକୁ ଟମାଟୋ ଫିଙ୍ଗିଥାଆନ୍ତି । ସେଦିଦିନ ୧୧ ଟାରୁ ଆରମ୍ଭ ହୋଇ ଗୋଟାଏ ପର୍ଯ୍ୟନ୍ତ ଏହା ଚାଲିଥାଏ । ପର୍ବ ସରିବା ପରେ ରାସ୍ତାରେ ଲାଲ ନଦୀର ଭ୍ରମ ସୃଷ୍ଟି ହୋଇଥାଏ ।