ସମଲିଙ୍ଗୀ ସଂପର୍କ ସ୍ୱୀକାର କଲେ ଦୂତି

ସମଲିଙ୍ଗୀ ସଂପର୍କ ସ୍ୱୀକାର କଲେ ଦୂତି

ସମଲିଙ୍ଗୀ ସଂପର୍କ ସ୍ୱୀକାର କଲେ ଦୂତି
ଭୁବନେଶ୍ୱର : ଓଡିଶା ଦୌଡରାଣୀ ତଥା ଅଲମ୍ପିକ ରୌପ ବିଜେତା ଦୂତି ଚାନ୍ଦ ନିଜ ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କରିଛନ୍ତି । ଦୂତି କହିଛନ୍ତି ମୋ ମନରେ ଗୋଟିଏ ଝିଅ ପ୍ରତି ଫିଲିଙ୍ଗସ ଅଛି । ସେ ଝିଅ ବି ମୋତେ ନିଜର କରିବାକୁ ଚାହେଁ । ଏବେ ମୋର ଖେଳ ଉପରେ ଫୋକସ ରହିଛି । ଖେଳ ସରିବା କରେ ଆମେ ଦୁହେଁ ବିବାହ କରିବୁ । ପରିବାରର ସହଯୋଗରେ ଓଡିଶାର ବିଧିବିଧାନ ଅନୁସାରେ ଆମେ ବିବାହ କରିବୁ । ବର୍ତମାନ ଆମ ଭିତରେ ଭଳ ବନ୍ଧୁତ୍ୱ ସଂପର୍କ ରହିଛି ।