ଶ୍ରୀଲଙ୍କାରେ ଅଷ୍ଟମ ବିସ୍ପୋରଣ

ଶ୍ରୀଲଙ୍କାରେ ଅଷ୍ଟମ ବିସ୍ପୋରଣ

ଶ୍ରୀଲଙ୍କାରେ ଅଷ୍ଟମ ବିସ୍ପୋରଣ
ଶ୍ରୀଲଙ୍କା: ଶ୍ରୀଲଙ୍କା ରାଜଧାନୀ କଲେମ୍ବୋରେ ଅଷ୍ଟମ ବିସ୍ପୋରଣରେ ମୃତ୍ୟୁ ସଂଖା ୧୫୮କୁ ବୃଦ୍ଧି ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୩୫ ଜଣ ବିଦେଶୀ ନାଗରିକ । ସାରା ଶ୍ରୀଲଙ୍କାରେ ରାତ୍ରୀ କାଳୀନ କର୍ଫ୍ୟୁ ଜାରି ରହିବ । ସଂନ୍ଧ୍ୟା ୬ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି । ସୋସିଆଲ ମିଡିଆ ଉପରେ ଅସ୍ଥାୟୀ ରୂପେ କଟକଣା ଲାଗୁ ହୋଇଛି ।