ଶିଶୁ ହତ୍ୟା ମାମଲା: ପଡୋଶୀ ମହିଳା ଗିରଫ

ଶିଶୁ ହତ୍ୟା ମାମଲା: ପଡୋଶୀ ମହିଳା ଗିରଫ

ଶିଶୁ ହତ୍ୟା ମାମଲା: ପଡୋଶୀ ମହିଳା ଗିରଫ
ଭୁବନେଶ୍ୱର:ଶିଶୁ ହତ୍ୟା ମାମଲାରେ ପଡୋଶୀ ମହିଳାଙ୍କୁ ଗିରଫ କରାଯାଇଛି । ହତ୍ୟା ସନେ୍ଦହରେ ପଡୋଶୀ ଦମ୍ପତି କାଲିଠୁ ଥାନାରେ ଅଟକ ଥିଲେ । ଆଜି ପଡୋଶୀ ମହିଳାଙ୍କୁ ଗିରଫ ପୋଲିସ କରିଛ । ଗିରଫ ହୋଇଥିବା ମହିଳା ଶିଶୁକୁ ହତ୍ୟା କରିଥିବା ପୋଲିସ ଆଗରେ ମାନିଛନ୍ତି । ଶିଶୁପୁତ୍ରକୁ ଶ୍ୱାସରୁଦ୍ଧ କରି କୂଅରେ ପିଙ୍ଗି ଦେଇଥିବା ସୂଚନା ମିଳିଛି । ପାରିବାରିକ ଶତ୍ରୁତାରୁ ଏଭଳି କାଣ୍ଡ କରିଛନ୍ତି ବୋଲି ମହିଳା ସ୍ୱୀକାର କରିଛନ୍ତି ।