ଲୋକାୟୁକ୍ତରେ ପିପିଇ କିଟ୍ ମାମଲାର ଶୁଣାଣି

ଲୋକାୟୁକ୍ତରେ ପିପିଇ କିଟ୍ ମାମଲାର ଶୁଣାଣି

ଲୋକାୟୁକ୍ତରେ ପିପିଇ କିଟ୍ ମାମଲାର ଶୁଣାଣି
ଭୁବନେଶ୍ୱର: ଲୋକାୟୁକ୍ତରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାର ଶୁଣାଣି ଆରମ୍ଭ ହୋଇଛି । ପ୍ରିଲିମିନାରି ରିପୋର୍ଟ ମାର୍ଚ୍ଚ ୧୬ରେ ଭିଜିଲାନ୍ସ ଦାଖଲ କରିଛି । ରିପୋର୍ଟ ଆଧାରରେ ମାମଲାର ୩ ଜଣିଆ ବେଂଚର ଶୁଣାଣି ହୋଇଛି । ପିପିଇ କିଟ୍ ସାମଗ୍ରୀ କିଣାରେ ଦୁର୍ନୀତି ହୋଇନି ବୋଲି ଲୋକାୟୁକ୍ତ କହିଛନ୍ତି । ରାଜୟକୁ ନେଇ ଅଭିଯୋଗକାରୀ ଅସନ୍ତୁଷ୍ଟ ହୋଇଛନ୍ତି । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଅଭିଯୋଗକାରୀ କହିଛନ୍ତି ।