ହୀରାକୁଦ ଡ୍ୟାମର ୧୦ଟି ଗେଟ ବନ୍ଦ

ହୀରାକୁଦ ଡ୍ୟାମର ୧୦ଟି ଗେଟ ବନ୍ଦ

ହୀରାକୁଦ ଡ୍ୟାମର ୧୦ଟି  ଗେଟ ବନ୍ଦ
ସମ୍ବଲପୁର: ହୀରାକୁଦ ଡ୍ୟାମର ୧୦ଟି ଡ୍ୟାମକୁ ବନ୍ଦ କରାଯାଇଛି । ଗେଟ ବନ୍ଦ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏବେ ଆଉ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଥିବା ସୂଚନା ମିଳିଛି । ଉପର ମୁଣ୍ଡରେ ବର୍ଷା ସାମାନ୍ୟ କମିଛି । ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତରରେ ଏବେ ସ୍ଥିର ରହିଛି । ତେଣୁ ଏହାକୁ ନଜରରେ ହୀରାକୁଦର ୧୦ଟି ଗେଟ୍‌ ବନ୍ଦ କରାଯାଇଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୦.୮୭ ଫୁଟ୍ ଥିବା ବେଳେ ସେକେଣ୍ଡ ପିଛା ୧,୫୧୫,୫୦ ଘନଫୁଟ ଜଳ ପ୍ରବେଶ କରୁଥିଲା । ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩,୨୮୨,୯୫ ଘନଫୁଟ ଜଳ ନିଷ୍କାସିତ ହେଉଛି । ଗତକାଲି ୧୬ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ସୁଧା ୨୦ଟି ଗେଟ୍ ଖୋଲାଯାଇଥିଲା ।