ଲଜ୍ଜା: ନାବାଳିକାଙ୍କୁ ଗଣଦୁଷ୍କର୍ମ

ଲଜ୍ଜା: ନାବାଳିକାଙ୍କୁ ଗଣଦୁଷ୍କର୍ମ

ଲଜ୍ଜା: ନାବାଳିକାଙ୍କୁ ଗଣଦୁଷ୍କର୍ମ
ରାଉରକେଲା: ବୀରମିତ୍ରପୁର ଥାନା ହରପାଲି ବସ୍ତି ନିକଟରେ ଘଟିଯାଇଛି ଏକ ଲଜ୍ଜା ଜନକ ଘଟଣା । କିଛି ଦୃବୁର୍ତଙ୍କ ଶୀକାର ହୋଇଛି ଜଣେ ନାବାଳିକା । ଜଣେ ନାବାଳିକା ଗଣଦୁଷ୍କର୍ମ ହୋଇଥିବା ଜଣାପଡିଛି । ଗତ ୮ ତାରିଖରେ ଗଣଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହୋଇଛି । ଗଣଦୁଷ୍କର୍ମ ଭିଡିଓ ଭାଇରାଲ ପରେ ଥାନାରେ ଅଭିଯୋଗ ହୋଇଛି । ଗଣଦୁଷ୍କର୍ମ ଘଟଣାରେ ୮ରୁ ୧୦ ଜଣ ଅଭିଯୁକ୍ତ ଥିବା ସୂଚନା ମିଳିଛି । ଅଭିଯୁକ୍ତ ମାନଙ୍କୁ ଧରିବାରେ ପୁଲିସ ତଦନ୍ତ ଆରମ୍ଭ କରିଛି ।