ରେଳ ଧାରଣା ତାଡିନେଲେ ମାଓବାଦୀ

ରେଳ ଧାରଣା ତାଡିନେଲେ ମାଓବାଦୀ

ରେଳ ଧାରଣା ତାଡିନେଲେ ମାଓବାଦୀ
ଭୁବନେଶ୍ୱର: ଛତିଶଗଡ ଦାନ୍ତେୱାଡାରେ ରେଳ ଧାରଣା ତାଡିନେଲେ ମାଓବାଦୀ । ଦାନ୍ତେୱାଡାରେ ଅଳ୍ପକେ ଦୁର୍ଘଟଣାରୁ ଯାତ୍ରୀବାହୀ ଟ୍ରେନ ବର୍ତିଗଲା । ବଚେଲି ନିକଟରେ ଲାଇନଚୁ୍ୟତ ହେଲା ଯାତ୍ରୀବାହୀ ଟ୍ରେନ୍ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ଯାଇଛି । ଟ୍ରେନରୁ ଅନେକ ଯାତ୍ରୀଙ୍କୁ ଦାନ୍ତେୱାଡା ପୋଲିସ ଉଦ୍ଧାର କରିଛି । ଅପରେସନ ପ୍ରହାରକୁ ବିରୋଧ କରି ମାଓବାଦୀମାନେ ଏପରି କାଣ୍ଡ ଭିଆଇଲେ ବୋଲି ଜଣାପଡିଛି ।