ରାଜ୍ୟରେ ୩ ଲକ୍ଷ ୨୯ ହଜାର ୫୪୬ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ୩ ଲକ୍ଷ ୨୯ ହଜାର ୫୪୬ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ୩ ଲକ୍ଷ ୨୯ ହଜାର ୫୪୬ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ୩ ଲକ୍ଷ ୨୯ ହଜାର ୫୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୩୩୩୩୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୧୯୦୦ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ମାତ୍ର ୧୮୧୧ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୦୮୯, ବାଲେଶ୍ୱରରେ ୧୨୦୧୩, ବରଗଡ଼ରେ ୧୦୨୧୫, ଭଦ୍ରକରେ ୭୩୮୫, ବଲାଙ୍ଗୀରରେ ୮୬୫୫, ବୌଦ୍ଧରେ ୨୭୭୪, କଟକରେ ୨୮୬୭୭, ଦେବଗଡ଼ରେ ୧୨୮୮, ଢେଙ୍କାନାଳରେ ୫୬୭୧, ଗଜପତିରେ ୩୯୬୦, ଗଞ୍ଜାମରେ ୨୧୫୭୯, ଜଗତସିଂହପୁରରେ ୯୦୫୬, ଯାଜପୁରରେ ୧୨୦୨୩, ଝାରସୁଗୁଡ଼ାରେ ୭୫୬୩, କଳାହାଣ୍ଡିରେ ୬୨୭୯, କନ୍ଧମାଳରେ ୫୮୯୪, କେନ୍ଦ୍ରାପଡ଼ାରେ ୯୦୭୫, କେନ୍ଦୁଝରରେ ୭୯୦୦, ଖୋର୍ଦ୍ଧାରେ ୫୨୫୦୧, କୋରାପୁଟରେ ୭୮୧୨, ମାଲକାନାଗିରିରେ ୫୧୯୪, ମୟୂରଭଞ୍ଜରେ ୧୩୯୩୦, ନବରଙ୍ଗପୁରରେ ୫୭୯୬, ନୟାଗଡ଼ରେ ୬୪୧୨, ନୂଆପଡ଼ାରେ ୭୩୭୫, ପୁରୀରେ ୧୩୯୩୭, ରାୟଗଡ଼ାରେ ୮୩୨୦, ସମ୍ବଲପୁରରେ ୯୪୦୬, ସୁବର୍ଣ୍ଣପୁରରେ ୪୬୯୩, ସୁନ୍ଦରଗଡ଼ରେ ୧୪୭୪୮ ଓ ରାଜ୍ୟ ପୁଲରେ ୮୩୨୬ ଜଣ ସୁସ୍ଥ ହୋଇଛନ୍ତି ।