ରାଜ୍ୟରେ ଦିନକରେ ପଚାଶ ହଜାରରୁ ଅଧିକ କରୋନା ଟେଷ୍ଟ

ରାଜ୍ୟରେ ଦିନକରେ ପଚାଶ ହଜାରରୁ ଅଧିକ କରୋନା ଟେଷ୍ଟ

ରାଜ୍ୟରେ ଦିନକରେ ପଚାଶ ହଜାରରୁ ଅଧିକ କରୋନା ଟେଷ୍ଟ
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୦ ହଜାର ୯୭୯ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୩ ହଜାର ୨୧୩ ଜଣଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିବାବେଳେ ୭ ହଜାର ୬୦୬ଟି ଆରଟି-ପିସିଆର୍ ଓ ୧୬୦ ଟି ଟ୍ରୁନଟ୍ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।