ରଥ ନିର୍ମାଣ ଧାର୍ମିକ ପର୍ବ ନୁହେଁ: ଗଜପତି

ରଥ ନିର୍ମାଣ ଧାର୍ମିକ ପର୍ବ ନୁହେଁ: ଗଜପତି

ରଥ ନିର୍ମାଣ ଧାର୍ମିକ ପର୍ବ ନୁହେଁ: ଗଜପତି
ଭୁବନେଶ୍ୱର: ରଥ ନିର୍ମାଣ ଏକ ଧାର୍ମିକ ପର୍ବ ବା ଉତ୍ସବ ନୁହେଁ । ଏହା ଏକ ନିର୍ମାଣ କାର୍ଯ୍ୟ । ଲକଡାଉନ ସମୟରେ ନିର୍ମାଣ କାର୍ଯ୍ୟ ପାଇଁ ସରକାର ଅନୁମତି ଦେଇଥିବାରୁ ରଥ ନିର୍ମାଣ ଆରମ୍ଭ ହେବାରେ ଅସୁବିଧା ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହଦେବ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ତେବେ ଭୁଲ କ୍ରମେ ଗଣମାଧ୍ୟମରେ ଏହା ‘ରଥଯାତ୍ରା ଧାମିର୍କ କାର୍ଯ୍ୟ ନୁହେଁ’ ବୋଲି ପ୍ରକାଶ ପାଇଥିଲା । ବାସ୍ତବରେ ଏହା ଧାର୍ମିକ ପର୍ବ ନୁହେଁ ବୋଲି ଗଜପତି କହିଥିଲେ ।