ଯାଜପୁର ବାରୁଣୀ ଘାଟିରେ ୧୪୪ ଧାରା ।

ଯାଜପୁର ବାରୁଣୀ ଘାଟିରେ ୧୪୪ ଧାରା ।

ଯାଜପୁର ବାରୁଣୀ ଘାଟିରେ ୧୪୪ ଧାରା ।
ଯାଜପୁର ବାରୁଣୀ ବୁଡ ଉପରେ ଲାଗିଲା ୧୪୪ ଧାରା । ଆଜି ପ୍ରସିନ୍ଧ ବାରୁଣୀ ବୁଡ ଥିବାରୁ ଯାଜପୁର ଜିଲ୍ଲାର ବୈତରଣୀ ନଦୀରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଲୋକେ ପବିତ୍ର ନଦୀରେ ବୁଡ ପକାଇ ଧାର୍ମିକ ନୀତି ପାଳନ କରିଥାନ୍ତେ । ତେବେ ଏହା ଉପରେ ଜାରି ହୋଇଛି କଟକଣା । ଘାଟ ଅଂଚଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରିଛି ଜିଲ୍ଲା ପ୍ରଶାସନ । ସକାଳେ ନିଜେ ଜିଲ୍ଲାପାଳ ଘାଟ ଅଂଚଳ ବୁଲି ସ୍ଥିତି ପରଖିଥିଲେ ।