ମୋରଡ଼ା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ପ୍ରଚାର

ମୋରଡ଼ା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ପ୍ରଚାର

ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଞ୍ଚାୟତ ସ୍ତରୀୟ ବିଭିନ୍ନ ବୈଠକ ଗୁଡ଼ିକରେ ଯୋଗ ଦେବା ସହ ଘର କୁ ଘର ଯାଇ ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିବା ଅବସରରେ କଂଗ୍ରେସ ଦଳ ର ବିଧାୟିକା ପ୍ରାର୍ଥୀ ପ୍ରଭାସ କର ମହାପାତ୍ର
 ମୋରଡା ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଵୁଥ ସ୍ତରୀୟ ବୈଠକରେ ବ୍ଲକ ସଭାପତି ରାଜେଶ ପଢିଆରି, ମୋହନ ଦାସ,ଜୁଲୁ ଦାସ ସମେତ ଦଳୀୟ କର୍ମୀ ମାନେ ଉପସ୍ଥିତ ହୋଇ ଆଦିବାସୀ, sc,ଜେନେରାଲ ବର୍ଗ ଲୋକଙ୍କ ପାଇଁ କଂଗ୍ରେସ ଆଣିଥିବା ଗ୍ୟାରେଣ୍ଟି କୁ ନେଇ ଅବଗତ କରିଥିବା ବେଳେ ଲୋକେ ପରିବର୍ତ୍ତନ  ଆଣିବେ ବୋଲି ମତପ୍ରକାଶ କରିଛନ୍ତି.


ଶୁଳିଆପଦା ବ୍ଳକ ର ଵୁଥ ସ୍ତରୀୟ ବୈଠକରେ ଏଥର ପରିବର୍ତ୍ତନ କରିବେ ବୋଲି ମତପ୍ରକାଶ କରିଥିବା ବେଳେ, ଘରେ ଘରେ କଂଗ୍ରେସ  ପ୍ରଭାସ କର ମହାପାତ୍ରଙ୍କୁ ବିଧାୟକ କରିବା ପାଇଁ ସଂଗ୍ରାମ ଜାରି ରଖିଥିବା ର ଅବସରରେ
 ମୋରଡା ନିର୍ବାଚନ ମଣ୍ଡଳୀରେ ପରିବର୍ତନର ଲୋହର ଖେଳୁଥିବା ବେଳେ ମୋରଡାରେ କଂଗ୍ରେସ ଆସୁଥିବା ଜାଣି ଲୋକଙ୍କ ମନରେ ଉତ୍ସାହ ଥିବାର ଦେଖିବାକୁ ମିଳୁଛି