ମୁଖ୍ୟମନ୍ତ୍ରୀଙ୍କ ଓଡିଆ ନବବର୍ଷ ଅଭିନନ୍ଦନ

ମୁଖ୍ୟମନ୍ତ୍ରୀଙ୍କ ଓଡିଆ ନବବର୍ଷ ଅଭିନନ୍ଦନ

ମୁଖ୍ୟମନ୍ତ୍ରୀଙ୍କ ଓଡିଆ ନବବର୍ଷ ଅଭିନନ୍ଦନ
ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ କଠିନ ସମୟଦୂର ହେଉ, ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ । ଆସନ୍ତୁ, ଆମେ ସମସ୍ତେ ମିଶି ଏକ ସୁସ୍ଥ, ସରକ୍ଷିତ ଓ ବିକଶିତ ଓଡିଶା ଗଠନ ପାଇଁ ଏହି ପବିତ୍ର ଦିବସରେ ସଂକଳ୍ପବଦ୍ଧ ଭାବରେ କାର୍ଯ୍ୟ କରିବା ବୋଲି ନବୀନ କହିଛନ୍ତି । ଏହା ସହିତ ଆପଣମାନଙ୍କୁ ମୋର ଅନୁରୋଧ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପରାମଶୟ ପାଳନ କରନ୍ତୁ । ନିଜକୁ ନ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।