ମାନସ ଚୌଧୁରୀଙ୍କୁ ଭବ୍ୟ ସ୍ବାଗତ
ମାନସ ଚୌଧୁରୀଙ୍କୁ ଭବ୍ୟ ସ୍ବାଗତ
କଣ୍ଟାପଡ଼ା ବ୍ଲକ କଂଗ୍ରେସ ତରଫରୁ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀ ଙ୍କୁ ଭାବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ବ୍ଲକ ସଭାପତି ଭାବରେ ନୂତନ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀ ପ୍ରଦୀପ କୁମାର ପାତ୍ରଙ୍କୁ ଅଭିନଦନ ଜଣାଇଥିଲେ , ଏହି କର୍ମି ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଚୌଧୁରୀ କଣ୍ଟାପଡ଼ା ବ୍ଲକ ସଭାପତିଙ୍କୁ ପୁଷ୍ପମାଲ୍ୟ ଦେଇ ଅଭିନନ୍ଦନ ଜଣାଇବା ସହିତ , ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ, ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବା ସହିତ ,ସମସ୍ତ ସୁଖଦୁଃଖରେ ସାଥ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ , ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସୌମେନ୍ଦ୍ର ହାତୀ,ମନୋଜ ବିଶ୍ବାଳ ,ଶଶିକାନ୍ତ ଲେଙ୍କା ,ସମ୍ପାଦକ ସଚ୍ଚିଦାନନ୍ଦ ରାଉତ୍, ବ୍ଲକ ସଭାପତି ପ୍ରଦୀପ ପାତ୍ର ଙ୍କ ସହିତ ବହୁ ବରିଷ୍ଠ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।




admin 