ମାଆ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ମାଆ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ମାଆ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଖଡିଆଳ : ଆଜି ସାରା ଦେଶ ଖୁସିରେ ସ୍ୱାଧୀନତା ଦିବସ ପାଳୁଥିବାବେଳେଏକ ଅଭାବନୀୟ ଘଟଣା ସାମ୍ନୋକୁ ଆସିଛି । ମାଆ ଓ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଦି ଗାଁ’ରେ । ଘରଠାରୁ ଅଳ୍ପ ଦୂର କେନାଲ  ପାଖ ଗଛରୁ ଉଭୟଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ମାଆ ଓ ପୁଅ ଏଭଳି ନିଷ୍ପତ୍ତି କାହିଁକି ନେଲେ, ତା’ର କାରର ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଖଡିଆଳ ଥାନା ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।