ଭୁବନେଶ୍ୱରରେ ୫ଟି ହସ୍ପିଟାଲରେ ଟିକା ବ୍ୟବସ୍ଥା

ଭୁବନେଶ୍ୱରରେ ୫ଟି ହସ୍ପିଟାଲରେ ଟିକା ବ୍ୟବସ୍ଥା

ଭୁବନେଶ୍ୱରରେ ୫ଟି ହସ୍ପିଟାଲରେ ଟିକା ବ୍ୟବସ୍ଥା
ଭୁବନେଶ୍ୱର:ଭୁବନେଶ୍ୱରରେ ୫ଟି ହସ୍ପିଟାଲରେ କରୋନା ଟିକା ଦିଆଯିବ । ସମ୍ ହସ୍ପିଟାଲ , କିମସ ହସ୍ପିଟାଲ , କ୍ୟାପିଟାଲ ହସ୍ପିଟାଲ , ବିଏମସି ହସ୍ପିଟାଲ , ୟୁନିଟ ୪ ସରକାରୀ ହସ୍ପିଟାଲରେ କରୋନା ଟିକା ଦିଆଯିବ ବୋଲି ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ନାଁ ପଞ୍ଜୀକରଣ ପାଇଁ ଆସି ଶେଷ ତାରିଖ ରହିଛି । ପରେ ଆଉ କୌଣସି ସ୍ୱାସ୍ଥ୍ୟକର୍ମୀଙ୍କ ନାଁ ପଞ୍ଜୀକରଣ କରାଯିବ ନାହିଁ । ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ୨୧ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ଦିଆଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।