ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଛି । ବେଙ୍ଗାଲୁରୁରୁ କୋଲକତା ଯାଉଥିବାବେଳେ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡିବାରୁ ବିମାନଟି ଜରୁରୀ ଅବତରଣ କରିଛି।

ପରେ ଅସୁସ୍ଥ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କେଉଁ କାରଣ ପାଇଁ ହଠାତ୍ ବିମାନରେ ସେ ଅସୁସ୍ଥ ହୋଇପଡିଲେ, ତା’ର କାରଣ ଜଣାପଡିନାହିଁ । ମୃତ ବ୍ୟକ୍ତଙ୍କ ନାଁ ହେଉଛି ତୈମୁର ଅଲ୍ଲୀ ଖାନ୍