କିଏ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ
କିଏ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ
ଭୁବନେଶ୍ୱର : ଆଜି ଥିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ୩୦ଟି ଯାକ ଜିଲ୍ଲାରେ ବିଜେଡ଼ିର ସଂଖ୍ୟାଧିକ ଜିଲ୍ଳା ପରିଷଦ ସଦସ୍ୟ ଥିବାରୁ ବିଜେଡ଼ି ସମସ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବାଜିମାତ କରିଛି । ଅପରପକ୍ଷରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କ ପାଇଁ ଦଳବଦଳ ନିରୋଧି ଆଇନ ଲାଗୁ ହେଉଥିବାରୁ ବିଜେଡ଼ି ସଭାପତିଙ୍କ ନିଷ୍ପତି ହିଁ ଚୂଡ଼ାନ୍ତ ହୋଇଥିଲା । ଅର୍ଥାତ ବିଦ୍ରୋହୀଙ୍କୁ ମୁଣ୍ଡ ଟେକିବାର ଅବକାଶ ହିଁ ନଥିଲା ।
ଅନୁଗୁଳ : ବବିତା ପ୍ରଧାନ
ବୌଦ୍ଧ : ପ୍ରଭାସିନୀ ଦାସ
ବଲାଙ୍ଗୀର : ଦେବକୀ ସାହୁ
ବରଗଡ଼ : ମାନିନୀ ଭୋଇ
ବାଲେଶ୍ୱର : ନାରାୟଣ ପ୍ରଧାନ
ଭଦ୍ରକ : ପ୍ରଫୁଲ୍ଲ ଜେନା
କଟକ : କିଶୋର ଚନ୍ଦ୍ର ମିଶ୍ର
ଦେବଗଡ଼ : କୌଶିକ କୁମାର ପ୍ରଧାନ
ଢେଙ୍କାନାଳ : ଅର୍ଚ୍ଚନା ପୁହାଣ
ଗଞ୍ଜାମ : ଅଞ୍ଜଳୀ ସ୍ୱାଇଁ
ଗଜପତି : ଜି.ତିରୁପତି ରାଓ
ଝାରସୁଗୁଡ଼ା : ତୁଳାବତୀ ମିଞ୍ଜ
ଯାଜପୁର : ନଳିନୀ ପ୍ରଭା ଜେନା
ଜଗତସିଂହପୁର : ମନୋଜ କୁମାର ଭୋଇ
ଖୋର୍ଦ୍ଧା : ରୁପଶ୍ରୀରାଣୀ ଗୁମାନସିଂହ
କେନ୍ଦୁଝର : ସାଗରିକା ସାହୁ
କଳାହାଣ୍ଡି : ପୁଷ୍ପେନ୍ଦ୍ର କୁମାର ସିଂହଦେଓ
କନ୍ଧମାଳ : ନନ୍ଦିନୀ ମଲ୍ଲିକ
କୋରାପୁଟ : ସସ୍ମିତା ମେଲେକା
କେନ୍ଦ୍ରାପଡ଼ା : ଗୀତାଞ୍ଜଳୀ ସେଠୀ
ମାଲକାନାଗିରି : ସମାରୀ ଟାଙ୍ଗୁଲୁ
ମୟୂରଭଞ୍ଜ : ଭାରତୀ ହାଁସଦା
ନବରଙ୍ଗପୁର : ମୋତିରାମ ନାୟକ
ନୂଆପଡ଼ା : ଡଲି ମାଝୀ
ନୟାଗଡ଼ : ଦେବାଶିଷ ପଟ୍ଟନାୟକ
ପୁରୀ : ସ୍ୱପ୍ନାରାଣୀ ସ୍ୱାଇଁ
ରାୟଗଡ଼ା : ସରସ୍ୱତୀ ମାଝୀ
ସମ୍ବଲପୁର : କୁମୁଦିନୀ ନାୟକ
ସୁବର୍ଣ୍ଣପୁର : ସୁପାର ଠେଲା
ସୁନ୍ଦରଗଡ଼ : କୁନ୍ତୀ ପ୍ରଧାନ




admin 