ବ୍ଲାଷ୍ଟିଂରେ ଛିଡ଼ିଗଲା ତାର, ଅଟକିଛି ତପସ୍ବିନୀ ଏକ୍ସପ୍ରେସ୍

ବ୍ଲାଷ୍ଟିଂରେ ଛିଡ଼ିଗଲା ତାର, ଅଟକିଛି ତପସ୍ବିନୀ ଏକ୍ସପ୍ରେସ୍

ବ୍ଲାଷ୍ଟିଂରେ ଛିଡ଼ିଗଲା ତାର, ଅଟକିଛି ତପସ୍ବିନୀ ଏକ୍ସପ୍ରେସ୍

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସିକେର ଷ୍ଟେସନ ମଝିରେ ଘଣ୍ଟାଏ ହେଲା ତପସ୍ୱିନୀ ଏକ୍ସପ୍ରେସ୍ ଅଟକି ରହିଛି। ସୂଚନା ଅନୁସାରେ ପଥର ବ୍ଲାଷ୍ଟିଂ ଯୋଗୁଁ ଇଲେକ୍ଟ୍ରିକ୍ ତାର ଛିଡିଯାଇଥିବାରୁ ତପସ୍ୱିନୀ ଦୀର୍ଘ ସମୟ ହେଲା ତପସ୍ୱିନୀ ଅଟକି ରହିଛି । 

ଏକ ଘରୋଇ କମ୍ପାନୀରୁ ପଥର ବ୍ଲାଷ୍ଟିଂ ଯୋଗୁଁ ଇଲେକ୍ଟ୍ରିକ୍ ତାର ଛିଡିଥିବା ସୂଚନା ମିଳିଛି । ଦୀର୍ଘ ସମୟରେ ଧରି ଅଟକି ରହିଥିବାରୁ ବିଭିନ୍ନ କାମରେ ବାହାରିଥିବା ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।