ବୃତ୍ତି ପରୀକ୍ଷା ରେ ରାଣା ପ୍ରତାପ ସ୍କୁଲ ର ଦୁଇ ଛାତ୍ର ଙ୍କ ସଫଳତା
ବୃତ୍ତି ପରୀକ୍ଷା ରେ ରାଣା ପ୍ରତାପ ସ୍କୁଲ ର ଦୁଇ ଛାତ୍ର ଙ୍କ ସଫଳତା
ବୃତ୍ତି ପରୀକ୍ଷା ରେ ରାଣା ପ୍ରତାପ ସ୍କୁଲ ର ଦୁଇ ଛାତ୍ର ଙ୍କ ସଫଳତା
****************************
ବରଗଡ : ବରଗଡ଼ ପୌର ପରିଷଦ ଅନ୍ତର୍ଗତ ପ୍ରାଥମିକ ମେଧା ବୃତ୍ତି ପରୀକ୍ଷାରେ ୨୦୨୧- ୨୨ 2021-22 ଶିକ୍ଷା ବର୍ଷ ପାଇଁ ରାଣା ପ୍ରତାପ ସ୍କୁଲ ର ଚତୁର୍ଥ ଶ୍ରେଣୀ ର ଦୁଇ ଛାତ୍ର ଗଗନ ମେହେର ଓ ସାଗର ମେହେର କୃତିତ୍ବ ଅର୍ଜନ କରି ମେଧା ବୃତ୍ତି ବାବଦ କୁ ସରକାର ଙ୍କ ଠାରୁ ପ୍ରତିମାସ ଶହେ ଟଙ୍କା ଛାତ୍ର ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉଭୟ ଛାତ୍ର ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ତଥା ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରିବା ସହିତ ଉଭୟ ଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

admin 