ବିପିୟୁଟି ଅଧୀନ ସବୁ କଲେଜ ପରୀକ୍ଷା ଘୁଂଚିଲା

ବିପିୟୁଟି ଅଧୀନ ସବୁ କଲେଜ ପରୀକ୍ଷା ଘୁଂଚିଲା

ବିପିୟୁଟି ଅଧୀନ ସବୁ କଲେଜ ପରୀକ୍ଷା ଘୁଂଚିଲା
ଭୁବନେଶ୍ୱର:ସାମୁଦ୍ରିକ ବାତ୍ୟା ଫୋନି ପାଇଁ ବିପିୟୁଟି ଅଧୀନରେ ଥିବା ୧୬୪ କଲେଜର ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ଚଳିତ ମାସ ୨,୩ ଓ ୪ ତାରିଖରେ ହେବାକୁ ଥିବା ପରୀକ୍ଷା ଘୁଂଚାଇ ଦିଆଯାଇଛି । ସଂପୃକ୍ତ ପରୀକ୍ଷା ଯଥାକ୍ରମେ ୨୫, ୨୭ ଓ ୨୮ ରେ ପୁନଃ ଅନୁଷ୍ଠିତ ହେବ । ବିପିୟୁଟି କର୍ତୁପକ୍ଷଙ୍କ ଠାରୁ ଏହି ସୂଚନା ହସ୍ତଗତ ହୋଇଛି ।